ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ସେମିଫାଇନାଲରେ ବଜରଙ୍ଗ ପୁନିଆ ଡିଫେଣ୍ଡିଂ ଚାମ୍ପିୟନ ଆଜେରବାଇଜାନର ହାଜି ଆଲିଏଭଙ୍କ ଠାରୁ ୫-୧୨ରେ ହାରିଯାଇଛନ୍ତି । ବଜରଙ୍ଗ ଶେଷ ପର୍ଯ୍ୟନ୍ତ ଲଢିଥିଲେ ମଧ୍ୟ ଆଲିଏଭଙ୍କ ଚ୍ୟାଲେଞ୍ଜ ପ୍ରତିହତ କରିପାରିନଥିଲେ ।

ସେମିଫାଇନାଲରେ ବଜରଙ୍ଗ ହାରିଥିଲେ ମଧ୍ୟ ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ ।

Comments are closed.