ସଞ୍ଜୟ ଉବାଚ: ଦୃଷ୍ଟ ତୁ ପାଣ୍ଡବା ନିକମ୍ ବ୍ୟୁଢଂ ଦୁର୍ଯୋଧନ ସ୍ତଦା। ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ।। Odiaଓଡ଼ିଶା By Newsroom Odisha Network On Aug 8, 2021 Share ସଞ୍ଜୟ କହିଲେ – ରାଜା ଦୁର୍ଯୋଧନ ପାଣ୍ଡବ ସୈନ୍ୟମାନଙ୍କୁ ବ୍ୟୁହରଚନା ପୂର୍ବକ ଅଧିଷ୍ଠିତ ଦେଖି ଗୁରୁ ଦ୍ରୋଣଚର୍ଯ୍ୟଙ୍କ ନିକଟରେ ଉପସ୍ଥିତ ହୋଇ ଏହିକଥା କହିଲେ। (ଗୀତା ୧ମ ଅ-୨ୟ ଶ୍ଳୋକ) Share FacebookTwitterGoogle+WhatsAppEmailPinterestReddIt
Comments are closed.