ସଫଳ ତଦନ୍ତ ପାଇଁ ଓଡିଶାର ଚାରି ପୋଲିସ ଅଧିକାରୀଙ୍କୁ ମିଳିବ ପଦକ

ନୂଆଦିଲ୍ଲୀ – ତଦନ୍ତରେ ସଫଳତା ପାଇଁ ଓଡିଶାର ୪ ପୋଲିସ ଅଧିକାରୀଙ୍କୁ ମିଳିବ ପଦକ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ବର୍ଷ ଦେଶର ମୋଚ ୧୫୨ ପୋଲିସ ତଦନ୍ତରେ ଉତ୍କର୍ଷତା ପାଇଁ ପଦକ ପାଇବେ । ୧୫୨ ଜଣଙ୍କ ମଧ୍ୟରେ ଓଡିଶାରୁ ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ, ଏସଆଇ ତୃପ୍ତିରଂଜନ ନାୟକ ଓ ଶ୍ରୀକାନ୍ତ ସାହୁ ପଦକ ପାଇବେ ।

Comments are closed.