ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡପୁଅ ସଂଗ୍ରାମଙ୍କ ପରଲୋକ

ଭୁବନେଶ୍ୱର – ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଜ୍ୟେଷ୍ଠପୁତ୍ର ତଥା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ହୋଇଯାଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ସଂଗ୍ରାମ ଗତ ଦୁଇମାସ ହେବ ହାଇଦ୍ରାବାଦରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୪ ରେ ଭଦ୍ରକ ଲୋକସଭା ଆସନରେ ସେ ନିର୍ବାଚନ ଲଢିଥିଲେ ।

Comments are closed.