ଆମ ଶରୀର ଚର୍ଚ୍ଚା : ଯୋଗ

ବହୁମୂତ୍ର ବା ମଧୁମେହ ( Diabetis ) ରୋଗୀଙ୍କ ଲକ୍ଷଣ : ୧) ଅଧିକ ପରିସ୍ରା ହେବା, ୨) ଅଧିକ ଭୋକ ଓ ଶୋଷ ଲାଗିବା, 3)ଦୁର୍ବଳ ଅନୁଭବ କରିବା, ୪) ଶାରରିକ ଓଜନ ହ୍ରାସ ୫) ସ୍ୱାସ୍ଥ୍ୟ ହାନି, ୬) ଦେହରେ କାଛୁ କୁଣ୍ଡିଆ, ୭) ଚକ୍ଷୁରେ ଦାଗ, ୮) ଦୃଷ୍ଟି ଶକ୍ତି ହ୍ରାସ, ୯) ପରିସ୍ରା ର ବେଗ, ୧୦) ପରିସ୍ରା ଦ୍ୱାର କୁଣ୍ଡାଇ ହେବା, ୧୧) ଶରୀର ରେ କ୍ଷତ ନ ଶୁଖିବା।

କେଉଁ କେଉଁ ଯୋଗାସନ ଦ୍ୱାରା ବହୁମୂତ୍ର ବା ମଧୁମେହ ( Diabetis ) ରୋଗୀଙ୍କ ଚିକିତ୍ସା ସମ୍ଭବ : ମଧୁମେହ ( Diabetis ) ରୋଗୀଙ୍କ ପାଇଁ ୧) ହଳାସନ, ୨) ମୟୁରାସନ, ୩) ଶୀର୍ଷା ସନ, ୪) ପଶ୍ଚିମତ୍ତନସନ, ୫) ଚକ୍ରସନ, ୬) ସର୍ବାଙ୍ଗାସନ, ୭) ଉଡ୍ଡୀୟାନ ବନ୍ଧ, ୮) ନାଡି ଶୋଧନ, ୯) ଅର୍ଦ୍ଧ ମତ୍ସନ୍ଦ୍ରାସନ

ଉପରୋକ୍ତ ଆସନ ଗୁଡିକୁ ନିୟମିତ ଅଭ୍ୟାସ କଲେ ଏହି ରୋଗ ଦୂର ହୋଇଥାଏ।

( କ୍ରମଶଃ )

Comments are closed.