ନୀତୀଶଙ୍କୁ ଧନ୍ୟବାଦ ଦେଲେ ନବୀନ, କହିଲେ ଓଡିଶାବାସୀଙ୍କ ସେବା ହିଁ ତାଙ୍କ ପ୍ରାଥମିକତା

ଭୁବନେଶ୍ୱର- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲେଖା ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ । ଓଡିଶାର ସାଢେ ୪ କୋଟି ଲୋକ ତାଙ୍କ ପରିବାର । ସେମାନଙ୍କ ଆଶୀର୍ବାଦ ତାଙ୍କ ଉପରେ ଗତ ଦୁଇ ଦଶକରୁ ଅଧିକ ଦିନ ଧରି ରହିଛି । ସେମାନଙ୍କ ସେବା ତାଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ।

Comments are closed.