ଶ୍ରୀମନ୍ଦିରରେ ପାଳନ ହେଉଛି ଗହ୍ମା ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମ, ଜଗାବଳିଆଙ୍କୁ ଲାଗି ହେବ ବାସୁଙ୍ଗା ପାଟର ରାକ୍ଷୀ

ପୁରୀ- ଶ୍ରୀମନ୍ଦିରରେ ଆଜି ଗହ୍ମା ପୂର୍ଣ୍ଣିମା ଓ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନ ପାଳନ କରାଯାଉଛି । ରକ୍ଷା ବନ୍ଧନ ଉପଲକ୍ଷେ ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥ । ଦୁଇ ଭାଇଙ୍କ ହାତରେ ବାସୁଙ୍ଗା ପାଟର ରାକ୍ଷୀ ଲାଗି ହେବ । ପାଟରା ବିଷୋୟୀ ସେବାୟତ ଜଗନ୍ନାଥ ପାତ୍ର ଏହୀ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।

Comments are closed.