ଗୀତା ମହାତ୍ମ୍ୟ: କାଶ୍ୟଶ୍ଚ ପରମେଶ୍ଵାଶଃ ଶିଖଣ୍ଡୀ ଚ ମହାରଥଃ। ଧୃଷ୍ଟଦ୍ୟୁମ୍ନ ବିରାଟଶ୍ଚ ସାତ୍ୟକିଶ୍ଚ ଅପରାଜିତଃ।। Odiaଓଡ଼ିଶା By Newsroom Odisha Network On Aug 23, 2021 Share କାଶ୍ୟଶ୍ଚ ପରମେଶ୍ଵାଶଃ ଶିଖଣ୍ଡୀ ଚ ମହାରଥଃ। ଧୃଷ୍ଟଦ୍ୟୁମ୍ନ ବିରାଟଶ୍ଚ ସାତ୍ୟକିଶ୍ଚ ଅପରାଜିତଃ।। ଅନୁବାଦ : ଶ୍ରେଷ୍ଠ ଧନୁର୍ଦ୍ଧର କାଶୀରାଜ, ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ, ଅଜେୟ ସାତ୍ୟକି ବୀରମାନେ ଶଙ୍ଖ ବାଦନ କରିବାକୁ ଲାଗିଲେ। ( ଗୀତା ୧ମ ଅ। ୧୭ଶ ଶ୍ଳୋକ ) Share FacebookTwitterGoogle+WhatsAppEmailPinterestReddIt
Comments are closed.