ଗୀତା ମହାତ୍ମ୍ୟ: ଯାବଦେତାନିରୀକ୍ଷେଅହ ଯୋଦ୍ଧୁକାମାନବସ୍ଥିତାନ। କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ ରଣ ସମୁଦ୍ୟମେ।।

ଗୀତା ମହାତ୍ମ୍ୟ: ଯାବଦେତାନିରୀକ୍ଷେଅହ ଯୋଦ୍ଧୁକାମାନବସ୍ଥିତାନ। କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ ରଣ ସମୁଦ୍ୟମେ।।

ଅନୁବାଦ : ଏହି ଯୁଦ୍ଧ ରୂପକ ବ୍ୟାପରରେ ମୋତେ କାହାକାହା ସହିତ ଯୁଦ୍ଧ କରିବାକୁ ହେବ, ଯୁଦ୍ଧ କ୍ଷେତ୍ରରେ ଠିଆ ହୋଇଥିବା ସେହି ଯୁଦ୍ଧଭିଳାସି ବିପକ୍ଷି ଯୋଦ୍ଧାମାନଙ୍କୁ ଯେପର୍ଯ୍ୟନ୍ତ ମୁଁ ଭଲ ଭାବରେ ନ ଦେଖିଛି, ସେପର୍ଯ୍ୟନ୍ତ ରଥ ଠିଆ କରାନ୍ତୁ।।

( ଗୀତା ୧ମ ଅ। ୨୨ଶ ଶ୍ଳୋକ )

Comments are closed.