ଗୀତା ମହାତ୍ମ୍ୟ: ସଞ୍ଜୟ ଉବାଚ- ଏବମୁକ୍ତ ହୃଷିକେଶ ଗୁଡାକେଶେନ ଭାରତ l ସେନୟୋରୁଭୟର୍ମଧେ ସ୍ଥାପୟୀତ୍ବା ରଥୋତ୍ତମମ।

ଗୀତା ମହାତ୍ମ୍ୟ: ସଞ୍ଜୟ ଉବାଚ- ଏବମୁକ୍ତ ହୃଷିକେଶ ଗୁଡାକେଶେନ ଭାରତ l ସେନୟୋରୁଭୟର୍ମଧେ ସ୍ଥାପୟୀତ୍ବା ରଥୋତ୍ତମମ।

ସଞ୍ଜୟ କହିଲେ : ହେ ଧୃତରାଷ୍ଟ୍ର ! ଅର୍ଜୁନ ଏପରି କହିବାରୁ, ଭଗବାନ ଶ୍ରୀକୃଷ୍ଣ ଦୁଇସେନାଙ୍କ ମଧ୍ୟରେ ଉତ୍ତମ ରଥଟିକୁ ଛିଡା କରାଇଲେ।

( ଗୀତା ୧ମ ଅ। ୨୪ଶ ଶ୍ଳୋକ )

Comments are closed.