ପୋଲିସ ଡିଜି ଓ ବରିଷ୍ଠ ପୋଲିସ ପଦାଧିକାରୀଙ୍କ ରାଉରକେଲା, କନ୍ଧମାଳ ଓ କୋଟଗଡ ଗସ୍ତ

ଭୁବନେଶ୍ୱର- ପୋଲିସ ମହାନିର୍ଦ୍ଦେଶକ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଆଇଜି ଅପରେସନ ଅମିତାଭ ଠାକୁର ଆଜି ରାଉରକେଲା, କନ୍ଧମାଳ ଓ କୋଟଗଡ ଗସ୍ତ କରିଛନ୍ତି ।

ପୋଲିସ କର୍ମଚିରୀଙ୍କୁ ଡିଜିପିଙ୍କ ଡିସ୍କ ପ୍ରଦାନ କରାଯିବା ସହ ନକ୍ସଲ ଦମନ ଅଭିଯାନର ସମୀକ୍ଷା , ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ମଧ୍ୟ କରାଯିବ ।

Comments are closed.