ଗୀତା ମହାତ୍ମ୍ୟ

କୃପୟା ପରାୟା ବିଷ୍ଟଓ ବିଶିଦର୍ଣ୍ଣିଦ୍ରମବ୍ରବିତ।

ଦୃଷ୍ଟେମ ସ୍ୱଜନ କୃଷ୍ଣ ଯୁଜୁତ୍ସୃମ ସମୁପ ସ୍ଥିତମ।।

ସିଦନ୍ତୀ ମମ ଗାତ୍ରାଣି ମୁଖଂ ଚ ପରି ଶୁଷ୍ୟତି।

ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ।।

 

ଅର୍ଜୁନ କହିଲେ : ହେ କୃଷ୍ଣ ! ଯୁଦ୍ଧ କ୍ଷେତ୍ରରେ ଦୃଢ ଭାବରେ ଦଣ୍ଡାୟମାନ ହୋଇଥିବା ଏହି ଯୁଦ୍ଧା ଭିଲାଷୀ ସ୍ୱଜନ ସମୁଦାୟ ଙ୍କୁ ଦେଖି ମୋର ଅଙ୍ଗମାନ ଶିଥିଳ ହୋଇଯାଉଛି, ମୁହଁ ଶୁଖି ଯାଉଛି ଓ ଦେହରେ କମ୍ପ ତଥା ରୋମାଞ୍ଚ ଜାତ ହେଉଛି।

( ଗୀତା ୧ମ ଅ। ୨୮/୨୯ଶ ଶ୍ଳୋକ )

Comments are closed.