ଗୀତା ମହାତ୍ମ୍ୟ: ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ। ନ ଚ ଶ୍ରେୟଅନୁପଶ୍ୟାମି ହତ୍ୱ ସ୍ୱଜନମାହବେ।

ଅର୍ଜୁନ କହିଲେ : ହେ କେଶବ ! ମୁଁ ଲକ୍ଷଣ ସବୁକୁ ବିପରୀତ ହିଁ ଦେଖୁଛି। ଯୁଦ୍ଧରେ ସ୍ୱଜନ ସମୁଦାୟ ଙ୍କୁ ମାରିବାରେ ମୁଁ କୌଣସି କଲ୍ୟାଣ ବି ଦେଖି ପାରୁନାହିଁ ।

( ଗୀତା ୧ମ ଅ। ୩୧ଶ ଶ୍ଳୋକ )

Comments are closed.