ଗୀତା ମହାତ୍ମ୍ୟ: ନ କାଙ୍କକ୍ଷେ ବିଜୟମ କୃଷ୍ଣ ନ ଚ ରାଜ୍ୟମ ସୁଖାନି ଚ । କିଂ ନ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈଜୀବି ତେନ ବା ।।

ଗୀତା ମହାତ୍ମ୍ୟ: ନ କାଙ୍କକ୍ଷେ ବିଜୟମ କୃଷ୍ଣ ନ ଚ ରାଜ୍ୟମ ସୁଖାନି ଚ । କିଂ ନ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈଜୀବି ତେନ ବା ।।

ଅର୍ଜୁନ କହିଲେ : ହେ କୃଷ୍ଣ ! ମୁଁ ବିଜୟ ଚାହୁଁନାହିଁ, କି ରାଜ୍ୟ ତଥା ସୁଖ ମଧ୍ୟ ଚାହୁଁ ନାହିଁ। ହେ ଗୋବିନ୍ଦ ! ଆମର ଏପରି ରାଜ୍ୟରେ କି ପ୍ରୟୋଜନ! ଅଥବା ଏପରି ଭୋଗ ମାନଙ୍କରେ ଓ ଜୀବନରେ ବି କି ଲାଭ ଅଛି।।

( ଗୀତା ୧ମ ଅ। ୩୨ଶ ଶ୍ଳୋକ )

Comments are closed.