ପାର୍ବଣ ଗାଇଡଲାଇନ ସଂଶୋଧନ ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର-ଲୋକସେବା ଭବନରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବୈଠକରେ ପାର୍ବଣ ଗାଇଡଲାଇନ୍ ସଂଶୋଧନ ସଂପର୍କରେ ଆଲୋଚନା ହେବ । ବିଶେଷକରି ମୂର୍ତ୍ତି ଉଚ୍ଚତା ଓ ତିନିପଟୁ ପରଦା ଉଚ୍ଛେଦ ନେଇ ଆଲୋଚନା ହୋଇପାରେ । ବୈଠକରେ ଏସଆରସି ଓ କଟକର ବିଭିନ୍ନ ପୂଜା କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ ।

Comments are closed.