କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ଭେଟଘାଟ ଉପରେ ପ୍ରଶାସନର କଟକଣା

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ଭେଟଘାଟ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନୂଆଁଖାଇ ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଭେଟଘାଟ ମନା ସହ ନୂଆଁଖାଇରେ ସାମୂହିକ ଭୋଜିଭାତରେ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଶନିବାର ଦିନ କଳାହାଣ୍ଡିରେ ପାଳନ ହେବ ନୂଆଁଖାଇ ।

Comments are closed.