ଗୀତା ମହାତ୍ମ୍ୟ: ଯଦ୍ୟପେତେ ନ ପଶ୍ୟନ୍ତି ଲୋଭପହତ ଚେତସ। କୁଳକ୍ଷୟ କୃତମ ଦୋଷ ମିତ୍ରଦ୍ରୋହେ ଚ ପାତକଂ।। OdiaFeaturedଓଡ଼ିଶା By Newsroom Odisha Network On Sep 11, 2021 Share ଗୀତା ମହାତ୍ମ୍ୟ: ଯଦ୍ୟପେତେ ନ ପଶ୍ୟନ୍ତି ଲୋଭପହତ ଚେତସ। କୁଳକ୍ଷୟ କୃତମ ଦୋଷ ମିତ୍ରଦ୍ରୋହେ ଚ ପାତକଂ।। ଅର୍ଜୁନ କହିଲେ : ହେ ମାଧବ ! ଯଦ୍ୟପି ଲୋଭ ବଶତଃ ଭ୍ରଷ୍ଟଚିତ୍ତ୍ୱ ହୋଇଯାଇଥିବା ଏହି ଲୋକେ କୂଳକ୍ଷୟ ଜନିତ ଦୋଷ ଓ ମିତ୍ରଦ୍ରୋହ ଜନିତ ପାପ ଜାଣିପାରୁ ନାହାନ୍ତି। ( ଗୀତା ୧ମ ଅ। ୩୮ଶ ଶ୍ଳୋକ ) Share FacebookTwitterGoogle+WhatsAppEmailPinterestReddIt
Comments are closed.