ଗୀତା ମହାତ୍ମ୍ୟ: ଯଦ୍ୟପେତେ ନ ପଶ୍ୟନ୍ତି ଲୋଭପହତ ଚେତସ। କୁଳକ୍ଷୟ କୃତମ ଦୋଷ ମିତ୍ରଦ୍ରୋହେ ଚ ପାତକଂ।।

ଗୀତା ମହାତ୍ମ୍ୟ: ଯଦ୍ୟପେତେ ନ ପଶ୍ୟନ୍ତି ଲୋଭପହତ ଚେତସ। କୁଳକ୍ଷୟ କୃତମ ଦୋଷ ମିତ୍ରଦ୍ରୋହେ ଚ ପାତକଂ।।

ଅର୍ଜୁନ କହିଲେ : ହେ ମାଧବ ! ଯଦ୍ୟପି ଲୋଭ ବଶତଃ ଭ୍ରଷ୍ଟଚିତ୍ତ୍ୱ ହୋଇଯାଇଥିବା ଏହି ଲୋକେ କୂଳକ୍ଷୟ ଜନିତ ଦୋଷ ଓ ମିତ୍ରଦ୍ରୋହ ଜନିତ ପାପ ଜାଣିପାରୁ ନାହାନ୍ତି।

( ଗୀତା ୧ମ ଅ। ୩୮ଶ ଶ୍ଳୋକ )

 

Comments are closed.