ଗୀତା ମହାତ୍ମ୍ୟ: ଅଧର୍ମାଭିଭାବାତକୃଷ୍ଣ ପ୍ରଦ୍ୟୁଷ୍ୟନ୍ତି କୂଳସ୍ତ୍ରୀୟ। ସ୍ତ୍ରୀଷୁ ଦୁଷ୍ଟାନ୍ତ ବାଷ୍ଣୟ ଜାୟତେ ବର୍ଣ୍ଣସଙ୍କର।।

ଗୀତା ମହାତ୍ମ୍ୟ: ଅଧର୍ମାଭିଭାବାତକୃଷ୍ଣ ପ୍ରଦ୍ୟୁଷ୍ୟନ୍ତି କୂଳସ୍ତ୍ରୀୟ। ସ୍ତ୍ରୀଷୁ ଦୁଷ୍ଟାନ୍ତ ବାଷ୍ଣୟ ଜାୟତେ ବର୍ଣ୍ଣସଙ୍କର।।

ଅର୍ଜୁନ କହିଲେ : ହେ କୃଷ୍ଣ ! ପାପ ଅଧିକ ବଢ଼ିଗଲେ କୂଳସ୍ତ୍ରୀମାନେ ଅତ୍ୟନ୍ତ ଦୁଷିତା ହୋଇଯାଆନ୍ତି। ହେ ବାଷ୍ଣୟ ! ସ୍ତ୍ରୀମାନେ ଦୁଷିତା ହୋଇଗଲେ, କୂଳରେ ବର୍ଣ୍ଣସଙ୍କର ଉତ୍ପନ୍ନ ହୁଅନ୍ତି।

( ଗୀତା ୧ମ ଅ। ୪୧ଶ ଶ୍ଳୋକ )

Comments are closed.