ଗୀତା ମହାତ୍ମ୍ୟ: ଯଦି ମାମପ୍ରତିକାରମଶସ୍ତ୍ରମ ଶସ୍ତ୍ରପାଣୟ। ଧାର୍ତ୍ତରାଷ୍ଟ୍ର ରଣେ ହନ୍ତିସ୍ତର୍ଣ୍ଣେ କ୍ଷେମତରମ ଭବେତ।।

ଗୀତା ମହାତ୍ମ୍ୟ: ଯଦି ମାମପ୍ରତିକାରମଶସ୍ତ୍ରମ ଶସ୍ତ୍ରପାଣୟ। ଧାର୍ତ୍ତରାଷ୍ଟ୍ର ରଣେ ହନ୍ତିସ୍ତର୍ଣ୍ଣେ କ୍ଷେମତରମ ଭବେତ।।

ଅର୍ଜୁନ କହିଲେ : ହେ ମାଧବ ! ଯଦି ମୋପରି ନିଃଶସ୍ତ୍ର ଓ ପ୍ରତିକାର ରହିତ ଲୋକଙ୍କୁ ଧୃତରାଷ୍ଟ୍ର ଙ୍କ ଶସ୍ତ୍ରଧାରୀ ପୁତ୍ରମାନେ ଯୁଦ୍ଧରେ ମାରିଦିଅନ୍ତି, ତେବେ ବି ତାହା ମୋ ପକ୍ଷରେ ଅଧିକ ମଙ୍ଗଳକର ହେବ।।

( ଗୀତା ୧ମ ଅ। ୪୬ଶ ଶ୍ଳୋକ )

Comments are closed.