ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବ କଟକଣା କୋହଳ କଲା ବିଏମସି

ଭୁବନେଶ୍ୱର- ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ଥିବା ପୂର୍ବର କଟକଣା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ କଟକଣା କୋହଳ କରି ନଭେମ୍ବର ମାସ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଏଣିକି ଏସବୁ କାର୍ଯ୍ୟରେ ସର୍ବାଧିକ ୨୫୦ ଜଣ ଯୋଗ ଦେଇପାରିବେ । ପୂର୍ବରୁ କେବଳ ୫୦ରୁ ଅଧିକ ଲୋକଙ୍କୁ ଏକାଠି ନ ହେବାକୁ କଟକଣା ଜାରି କରିଥିଲା ବିଏମସି ।

Comments are closed.