ଓଜେଇଇ ଫଳ ପ୍ରକାଶ : ୪୯,୨୭୯ ଜଣଙ୍କୁ ର‌୍ୟାଙ୍କ୍‌

ଭୁବନେଶ୍ୱର- ଓଜେଇଇ ଫଳ ପ୍ରକାଶ ପାଇଛି । ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । କୋଭିଡ କଟକଣା ମଧ୍ୟରେ ମୋଟ ୪୯ ହଜାର ୩୬୦ ଓଜେଇଇ ଦେଇଥିଲେ । ବି-ଟେକ୍ ( ସ୍ପେଶାଲ ) ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଛନ୍ତି । ବି ଫାର୍ମାରେ ଟପ୍ପର ହୋଇଛନ୍ତି ଲକ୍ଷ୍‌ମୀପ୍ରିୟା ସେନାପତି, ଏମବିଏରେ ଆଶୁତୋଷ ରଥ, ଏମସିଏରେ ନିଶିକାନ୍ତ ପରିଡା ଓ ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି ।

Comments are closed.