ଗୀତା ମହାତ୍ମ୍ୟ: ନ ତ୍ୱେବାହମ ଜାତୁ ନାସମ ନ ତ୍ଵଂ ନେମେ ଜନାଧିପା। ନ ଚୈବ ନ ଭବିଶ୍ୟାମହ ସର୍ବେ ବୟମତଃ ପରମ।।

ନ ତ୍ୱେବାହମ ଜାତୁ ନାସମ ନ ତ୍ଵଂ ନେମେ ଜନାଧିପା। ନ ଚୈବ ନ ଭବିଶ୍ୟାମହ ସର୍ବେ ବୟମତଃ ପରମ।।

ଶ୍ରୀ ଭଗବାନ କହିଲେ : ଏପରି ନୁହଁ ଯେ, କୌଣସି କାଳରେ ମୁଁ ନ ଥିଲି, କି ତୁମେ ବି ନ ଥିଲ ଅଥବା ଏହି ରାଜାମାନେ ନ ଥିଲେ। ପୁଣି ଏପରି ମଧ୍ୟ ଘଟିବ ନାହିଁ ଯେ, ଭବିଷ୍ୟତ ରେ ଆମେ ସମସ୍ତେ ରହିବା ନାହିଁ ….…..

(ଗୀତା ୨ୟ ଅ। ୧୨ଶ ର୍ଶ୍ଳୋକ )

Comments are closed.