ରାଜ୍ୟର ୧୨ଟି ସହରର ପ୍ରମୁଖ ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ

ଭୁବନେଶ୍ୱର – ରାଜ୍ୟର ୧୨ଟି ସହରରେ ଜିଏସଟି ବିଭାଗ ବଡ ଧରଣର ଚଢାଉ କରିଛି । ସୁନା କାରବାରରେ ଜିଏସଟି ଠକେଇ ନେଇ ୧୭ଟି ବଡ ଅଳଙ୍କାର ଦୋକାନରେ ଚଢାଉ କରିଛି ଜିଏସଟି ବିଭାଗ । ସୁନାର ଓଜନ, ମାନ ଓ ଜିଏସଟି ଠକେଇ ବାବଦରେ ଯାଂଚ କରାଯାଉଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବରଗଡ ଭଳି ବିଭିନ୍ନ ସହରରେ ଏକକାଳୀନ ଚଢାଉ ଚାଲିଛି ।

Comments are closed.