ଗୀତା ମହାତ୍ମ୍ୟ: ନାଶତୋ ବିଦ୍ୟତେଭାବୋ ନାଭାବୋ ବିଦ୍ୟତେ ସତଃ। ଉଭୟୋରପି ଦୃଷ୍ଟନ୍ତସ୍ତ୍ବନୟୋ ସ୍ତତ୍ତ୍ୱଦର୍ଶିଭି।।

ନାଶତୋ ବିଦ୍ୟତେଭାବୋ ନାଭାବୋ ବିଦ୍ୟତେ ସତଃ। ଉଭୟୋରପି ଦୃଷ୍ଟନ୍ତସ୍ତ୍ବନୟୋ ସ୍ତତ୍ତ୍ୱଦର୍ଶିଭି।।

ଶ୍ରୀ ଭଗବାନ କହିଲେ : ଅସତ ବସ୍ତୁର ଅସ୍ତିତ୍ୱ ନାହିଁ ଏବଂ ସତ ବସ୍ତୁର ଅଭାବ ବି ନାହିଁ। ଏପରି ଭାବରେ ଉକ୍ତ ଦୁଇଟି ଯାକର ତତ୍ତ୍ୱ ତତ୍ତ୍ୱଜ୍ଞାନୀ ପୁରୁଷ ମାନଙ୍କ ଦ୍ୱାରା ଦେଖା ଯାଇଛି …….

(ଗୀତା ୨ୟ ଅ। ୧୬ଶ ର୍ଶ୍ଳୋକ )

Comments are closed.