ଗୀତା ମହାତ୍ମ୍ୟ: ଅବିନାଶୀ ତୁ ତଦବିଦ୍ଧି ଯେନ ସର୍ଵମିଦଂ ତତମ। ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ କର୍ତୁମହର୍ତ୍ତି।।

ଅବିନାଶୀ ତୁ ତଦବିଦ୍ଧି ଯେନ ସର୍ଵମିଦଂ ତତମ। ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ କର୍ତୁମହର୍ତ୍ତି।।

ଶ୍ରୀ ଭଗବାନ କହିଲେ : ଏହି ନ୍ୟାୟରେ ଯାହାଙ୍କ ଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତ ବ୍ୟାପ୍ତ ହୋଇଛି, ତାହାଙ୍କୁ ଅବିନାଶୀ ବୋଲି ଜାଣ । ସେହି ଅବିନାଶୀଙ୍କୁ ବିନାଶ କରିବାକୁ କେହି ହେଲେ ସମର୍ଥ ନୁହଁନ୍ତି …….

(ଗୀତା ୨ୟ ଅ। ୧୭ଶ ର୍ଶ୍ଳୋକ )

Comments are closed.