ଭୁବନେଶ୍ୱରରେ ସଂକ୍ରମଣ ବଢିବା ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ : ଡିଏମଇଟି

ଭୁବନେଶ୍ୱର- ଭୁବନେଶ୍ୱରର ଯେଉଁ ଜାଗାରେ କୋରୋନା ସଂକ୍ରମଣ ବଢିବ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜଧାନୀର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି । ରାଜ୍ୟରେ ୭ ଦିନ ହେଲା କୋରୋନା ସଂକ୍ରମଣ ଉପର ତଳ ହେଉଛି । ସଂକ୍ରମଣ ବଢୁଥିବା ସ୍ଥାନରେ ପୂର୍ବ ଭଳି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି ।

Comments are closed.