ଗୀତା ମହାତ୍ମ୍ୟ: ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ ନ ହନ୍ୟତେ ହନ୍ୟମାନେ ଶରୀରେ।।

ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ  ନ ହନ୍ୟତେ ହନ୍ୟମାନେ ଶରୀରେ।।

ଶ୍ରୀ ଭଗବାନ କହିଲେ : ଏହି ଆତ୍ମା କୌଣସି କାଳରେ ଜନ୍ମ . ହୋଇ ନଥାଏ କି ମରି ମଧ୍ୟ ନଥାଏ। ଏହା ଉତ୍ପନ୍ନ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା ହେଉଛି ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ । ଶରୀର କୁ ବଦ୍ଧ କରିଦେଲେ ମଧ୍ୟ ଏହା ନିହତ ହୁଏ ନାହିଁ। ……

(ଗୀତା ୨ୟ ଅ। ୨୦ଶ ର୍ଶ୍ଳୋକ )

Comments are closed.