ଗୀତା ମହାତ୍ମ୍ୟ: ବେଦାବିନାଶିନଂ ନିତ୍ୟଂ ଯଏନ ମଯମବ୍ୟୟମ। କଥଂ ସ ପୁରୁଷହ ପାର୍ଥ କିଂ ଘାତୟତି ହନ୍ତି କମ।।

ବେଦାବିନାଶିନଂ ନିତ୍ୟଂ ଯଏନ ମଯମବ୍ୟୟମ। କଥଂ ସ ପୁରୁଷହ ପାର୍ଥ କିଂ ଘାତୟତି ହନ୍ତି କମ।।

ଶ୍ରୀ ଭଗବାନ କହିଲେ : ହେ ପୃଥ୍ୱୀପୁତ୍ର ଅର୍ଜୁନ !ଯେଉଁ ପୁରୁଷ ଏହି ଆତ୍ମାକୁ ନାଶ ରହିତ, ନିତ୍ୟ, ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି ବଦ୍ଧ କରିବେ ବା ବଦ୍ଧ କରାଇ ପାରିବେ?

(ଗୀତା ୨ୟ ଅ। ୨୧ଶ ର୍ଶ୍ଳୋକ )

Comments are closed.