ଗୀତା ମହାତ୍ମ୍ୟ: ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ। ତସ୍ମାଦ ପରିହାର୍ଯ୍ୟଅର୍ଥେ ନ ତ୍ଵଂ ଶୋଚି ତୁ ମର୍ହସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ଅମରତ୍ୱ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ।
ତସ୍ମାଦ ପରିହାର୍ଯ୍ୟଅର୍ଥେ ନ ତ୍ଵଂ ଶୋଚି ତୁ ମର୍ହସି।।

ହେ ଅର୍ଜୁନ !ଜନ୍ମ ହୋଇଥିବା ପ୍ରତ୍ୟେକ ଲୋକର ମୃତ୍ୟୁ ସୁନିଶ୍ଚିତ ସେହିପରି ମରିଥିବା ଲୋକର ମଧ୍ୟ ଜନ୍ମ ସୁନିଶ୍ଚିତ। ଏଣୁ ଯାହା ଅନିର୍ବାଯ୍ୟ ଅଟେ, ସେ ବିଷୟରେ ତୁମେ ଶୋକ କରିବା ଉଚିତ ନୁହେଁ ।

(ଗୀତା ୨ୟ ଅ। ୨୭ଶ ର୍ଶ୍ଳୋକ )

Comments are closed.