ଗୀତା ମାହାତ୍ମ୍ୟ: ଦେହୀ ନିତ୍ୟଂଅବଧ୍ୟୟମ ଦେହେ ସର୍ଵସ୍ୟ ଭାରତ। ତସ୍ମାତ ସର୍ବାଣୀ ଭୁତାନି ନ ତ୍ଵଂ ଶୋଚିତୁମର୍ହଶି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ସ୍ଥିତି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଦେହୀ ନିତ୍ୟଂଅବଧ୍ୟୟମ ଦେହେ ସର୍ଵସ୍ୟ ଭାରତ। ତସ୍ମାତ ସର୍ବାଣୀ ଭୁତାନି ନ ତ୍ଵଂ ଶୋଚିତୁମର୍ହଶି ।।

ହେ ଅର୍ଜୁନ ! ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଧ୍ୟ। ତେଣୁ ସକଳ ପ୍ରାଣୀଙ୍କ ପାଇଁ ଅର୍ଥାତ କୌଣସି ବି ପ୍ରାଣୀ ପାଇଁ ତୁମେ ଶୋକ କରିବା ଉଚିତ ନୁହେଁ।

(ଗୀତା ୨ୟ ଅ। ୩୦ଶ ର୍ଶ୍ଳୋକ )

Comments are closed.