ଗୀତା ମାହାତ୍ମ୍ୟ: ଅଥ ଚେତ୍ୱମିମାଂ ଧର୍ମୟଂ ସଂଗ୍ରାମାଂ ନ କରିଷ୍ୟସି ତତଃ ସ୍ବଧର୍ମ କୀର୍ତିମ ଚ ହିତ୍ବା ପାପମବାପଷ୍ୟସୀ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ସ୍ବଧର୍ମ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅଥ ଚେତ୍ୱମିମାଂ ଧର୍ମୟଂ ସଂଗ୍ରାମାଂ ନ କରିଷ୍ୟସି ତତଃ ସ୍ବଧର୍ମ କୀର୍ତିମ ଚ ହିତ୍ବା ପାପମବାପଷ୍ୟସୀ

ହେ ଅର୍ଜୁନ ! ଯଦି ତୁମେ ଏହି ଧର୍ମଯୁଦ୍ଧ ନ କରିବ, ତେବେ ସ୍ବଧର୍ମ ଓ ସୁଯଶ ହରାଇ ପାପ ରେ ଭାଗିହେବ।।

(ଗୀତା ୨ୟ ଅ। ୩୩ଶ ର୍ଶ୍ଳୋକ )

Comments are closed.