ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନରେ ଓଡିଶାର ସୌମ୍ୟ ଓ ଅର୍ଚ୍ଚନା, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନରେ ଓଡିଶାର ସୌମ୍ୟରଞ୍ଜନ ବିଶ୍ୱାଳ ଓ ଅର୍ଚ୍ଚନା ସୋରେଙ୍ଗ୍ ଯୁବ ପରିବେଶ ଜଳବାୟରୁ ପରିବର୍ତ୍ତନ ଲିଡର ଭାବେ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଯୁବ ପରିବେଶକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ସେମାନଙ୍କ ମହତ ଅଭିଯାନ ପ୍ରତି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.