ଗୀତା ମାହାତ୍ମ୍ୟ: ଅକୀର୍ତିମ ଚାପିଭୁତାନି କଥୟୀଷ୍ୟନ୍ତି ତେ ଅବ୍ୟୟମ। ସମ୍ଭାବିତସ୍ୟ ଚାକୀର୍ତ୍ତିମରଣା ଦତିରିଚ୍ୟତେ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଅପକୀର୍ତ୍ତି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅକୀର୍ତିମ ଚାପିଭୁତାନି କଥୟୀଷ୍ୟନ୍ତି ତେ ଅବ୍ୟୟମ। ସମ୍ଭାବିତସ୍ୟ ଚାକୀର୍ତ୍ତିମରଣା ଦତିରିଚ୍ୟତେ ।।

ହେ ଅର୍ଜୁନ ! ଦୀର୍ଘକାଳ ସ୍ଥାୟୀ ତୁମର ଅପକୀର୍ତ୍ତି ବି ଆଲୋଚନା କରିବେ ଏବଂ ସମ୍ମାନନୀୟ ପୁରୁଷଙ୍କ ନିମନ୍ତେ ଅପକୀର୍ତ୍ତି ହେଉଛି ମରଣ ଠାରୁ ବଳି ଦୁଃଖଦାୟକ।

(ଗୀତା ୨ୟ ଅ। ୩୪ଶ ର୍ଶ୍ଳୋକ )

Comments are closed.