ମମିତା ମେହେର ହତ୍ୟା ମାମଲା : ଦେହାବଶେଷ ସହ ୫୪ଟି ତଥ୍ୟ କୋର୍ଟରେ ଦାଖଲ କଲା ପୋଲିସ

ବଲାଙ୍ଗିର- ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ତଦନ୍ତ ବେଳେ ଜବତ ହୋଇଥିବା ଦେହାବଶେଷ ସହ ୫୪ଟି ତଥ୍ୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ କରିଛି ବଲାଙ୍ଗୀର ପୋଲିସ । ଜବତ ହୋଇଥିବା ଦେହାବଶେଷ ଓ ଅସ୍ତି ଟେଷ୍ଟିଂ ପାଇଁ ଲାବୋରେଟୋରିକୁ ପଠାଯିବ । ଏଣେ ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ ଆଜି ଶେଷ ହେଉଛି ।

Comments are closed.