ଗୀତା ମାହାତ୍ମ୍ୟ: ଅବାଚ୍ୟବାଦାମଶ୍ଚ ବହୁନ ବଦିଷ୍ୟନ୍ତି ତବାହିତଃ। ନିନ୍ଦନ୍ତସ୍ତବ ସାମର୍ଥ୍ୟମ ତତୋ ଦୁଖଃତରଂ ନୁକିମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ନିଜର ଅପ ମାନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅବାଚ୍ୟବାଦାମଶ୍ଚ ବହୁନ ବଦିଷ୍ୟନ୍ତି ତବାହିତଃ। ନିନ୍ଦନ୍ତସ୍ତବ ସାମର୍ଥ୍ୟମ ତତୋ ଦୁଖଃତରଂ ନୁକିମ।।

ହେ ଅର୍ଜୁନ ! ତୁମର ଶତ୍ରୁମାନେ ତୁମ ସାମର୍ଥ୍ୟକୁ ନିନ୍ଦା କରିକରି ତୁମକୁ ବହୁ ଅକଥ୍ୟ ବଚନ ମଧ୍ୟ କହିବେ। ତା’ଠାରୁ ବଳି ଦୁଃଖର ବିଷୟ ଆଉ କ’ଣ ହୋଇପାରେ।।

(ଗୀତା ୨ୟ ଅ। ୩୬ଶ ର୍ଶ୍ଳୋକ )

Comments are closed.