ଗୀତା ମାହାତ୍ମ୍ୟ: ଯଦୃଛୟା ଚୋପପନ୍ନମ ସ୍ୱର୍ଗଦ୍ୱାରମପା ବୃତମ। ସୁଖିନଃ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧମୀ ଦୃଶମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଯୁଦ୍ଧ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଯଦୃଛୟା ଚୋପପନ୍ନମ ସ୍ୱର୍ଗଦ୍ୱାରମପା ବୃତମ।
ସୁଖିନଃ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧମୀ ଦୃଶମ।।

ହେ ଅର୍ଜୁନ ! ସ୍ୱତଃ ପ୍ରାପ୍ତ ହୋଇଥିବା ଏବଂ ଉନ୍ମୁକ୍ତ ସ୍ୱର୍ଗଦ୍ୱାର ରୂପକ ଏହିପରି ଯୁଦ୍ଧ ଭାଗ୍ୟବାନ କ୍ଷତ୍ରିୟ ମାନେ ହିଁ ଲାଭ କରନ୍ତି।

(ଗୀତା ୨ୟ ଅ। ୩୨ଶ ର୍ଶ୍ଳୋକ )

Comments are closed.