ଜଙ୍ଗଲ ଭିତରେ ମାଈ ହାତୀର ମୃତଦେହ

ରେଢାଖୋଲ – ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡା ଖଳାଶୁଣି ଅଭୟାରଣ୍ୟ ରେଂଜ୍ ଜଙ୍ଗଲ ଭିତରେ ଗୋଟିଏ ମାଈହାତୀର ମୃୃତଦେହ ଠାବ ହୋଇଛି । ହାତୀର ମୃତ୍ୟୁର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.