ବିଜେଡି ରାଜ୍ୟ ସଂପାଦକ ଶୈଳେଶ ଦାନୀ ଦଳରୁ ନିଲମ୍ବିତ

ସମ୍ବଲପୁର: ବିଜୁ ଜନତା ଦଳର ରାଜ୍ୟ ସଂପାଦକ ତଥା ସମ୍ବଲପୁରର ଯୁବନେତା ଶୈଳେଶ ଦାନୀଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ନିଲମ୍ବିତ କରାଯାଇଛି | ଦଳବିରୋଧୀ କାମ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଦଳର ସାଧାରଣ ସଂପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ୍ ବିବ୍ରୁତିରେ ସୂଚନା ଦେଇଛନ୍ତି |

Comments are closed.