ଗୀତା ମାହାତ୍ମ୍ୟ: ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ। ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଅବ୍ୟସାୟିନାମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଅବ୍ୟସାୟିନାମ।।

ହେ  ଅର୍ଜୁନ ! ଏହି କର୍ମଯୋଗରେ ନିସ୍ଚୟତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ; କିନ୍ତୁ ଅସ୍ଥିର ବିଚାର ଯୁକ୍ତ ବିବେକହୀନ ସକାମ ମନୁଷ୍ୟ ମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାର ଓ ଅସଂଖ୍ୟ ହୁଏ।

(ଗୀତା ୨ୟ ଅ। ୪୧ଶ ର୍ଶ୍ଳୋକ )

 

Comments are closed.