ଜାଣନ୍ତୁ କଣ ରହିଛି ରବିବାର ଦିନ ସୁର୍ଯ୍ୟ ପୂଜାର ମହତ୍ୱ, ବଦଳାଇ ଦେବ ସମ୍ପୂର୍ଣ୍ଣ ଭାଗ୍ୟ

ଆଜି ଆସନ୍ତୁ ଜାଣିବା ରବିବାର ଦିନ ସୂର୍ଯ୍ୟ ପୂଜାର ମହତ୍ତ୍ଵ ଏବଂ ଏହାଦ୍ୱାରା ଆମ ଜୀବନରେ ଜାଗ୍ରତ ହୋଉଥିବା ଶକ୍ତିର ସଂଚାର ଓ ଦୁର ହେଉଥିବା ସମସ୍ତ ସଙ୍କଟର ଅର୍ଥ ସମ୍ବନ୍ଧରେ :-

ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରାଯାଏ । ସୂର୍ଯ୍ୟ ଦେବଙ୍କ ଆଲୋକରେ ସାରା ବିଶ୍ବ ଆଲୋକିତ ହୋଇଥାଏ । ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଯାଶ ଓ ଆରୋଗ୍ୟ ଲାଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ଉପାସନାକୁ ନେଇ କିଛିଟା ଉପାୟ କୁହାଯାଇଛି ।

କୁହାଯାଇଛି ଯେ ଯଦି ଆପଣ ସପ୍ତାହ ସାରା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରୁ ନାହାନ୍ତି ତେବେ ରବିବାର ଦିନ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

ରବିବାର ଦିନ ଘରର ସମସ୍ତ ସଦସ୍ୟ ମଥାରେ ଚନ୍ଦନ ଲଗାଇବା ଉଚିତ୍ । ରବିବାର ଦିନ ବ୍ରତ କରିବାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହୋଇଥାଏ।

ରବିବାର ଦିନ ଆଦିତ୍ୟ ହୃଦୟ ମନ୍ତ୍ର ଜପ କରିବା ଉଚିତ୍ । କାରଣ ଚକ୍ଷୁ ଓ ଚର୍ମ ରୋଗରୁ ଆରମ୍ ମିଳିଥାଏ । ଗୁରୁଜନ ମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ଉଚିତ୍ ।

ରବିବାର ଦିନ ତମ୍ବା ପାତ୍ର , ଗହମ , ତେଲ ଇତ୍ୟାଦି ଗରିବକୁ ଦାନ ଦିଆଯିବା ଉଚିତ୍ । ଏପରି କରିବାଦ୍ବାରା ଘରୁ ବିପଦ ଦୂରେଇଯାଏ ।

ରବିବାର ଦିନ ପୀପଲ୍ ଗଛତଳେ ଦ୍ଵିପ ଜଳାଇବା ଦ୍ଵାରା ପଦ ପ୍ରତିଷ୍ଠା ଲାଭ ହୋଇଥାଏ ।

ସନ୍ତାନ ମାନଙ୍କ ଉନ୍ନତି ପାଇଁ ରବିବାର ଦିନ ନିଜ ଘରେ ବିଶେଷ ଭାବରେ ସୂର୍ଯ୍ୟପୂଜା କରନ୍ତୁ । ସୂର୍ଯ୍ୟଦେବ ଯଶ, ଆୟୁ, ସଫଳତା ଦେଇଥାଆନ୍ତି।

 

Comments are closed.