ଆଜିଠାରୁ ଭୁବନେଶ୍ୱର-ଜୟପୁର-ଭୁବନେଶ୍ୱର ବିମାନସେବା

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଆରମ୍ଭ ହେଉଛି । ସପ୍ତାହରେ ତିନି ଥର ଉଭୟ ସହର ମଧ୍ୟରେ ବିମାନ ଚଳାଚଳ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇ ଦେବ । ରାତି ୯ଟା ୨୦ମିନିଟରେ ଭୁବନେଶ୍ୱରର ଏକ ବିମାନ ଜୟପୁର ଯାତ୍ରା କରିବ । ସେହପରି ସଂଧ୍ୟା ୬ଟା ୩୦ ମିନିଟରେ ଜୟପୁରରୁ ଏକ ବିମାନ ଭୁବନେଶ୍ୱର ଆସିବ ।

Comments are closed.