ଗୀତା ମାହାତ୍ମ୍ୟ: ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୟିଗୁଣ୍ୟ ଭବାର୍ଜୁନ। ନିର୍ଦ୍ୱନ୍ଦ ନିତ୍ୟସତ୍ତ୍ୱସ୍ଥ ନିର୍ଯୋଗକ୍ଷେମ ଆତ୍ମବାନ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆଶକ୍ତି ତ୍ୟାଗ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୟିଗୁଣ୍ୟ ଭବାର୍ଜୁନ। ନିର୍ଦ୍ୱନ୍ଦ ନିତ୍ୟସତ୍ତ୍ୱସ୍ଥ ନିର୍ଯୋଗକ୍ଷେମ ଆତ୍ମବାନ।।

ହେ ଅର୍ଜୁନ ! ବେଦମାନେ ଉପରୋକ୍ତ ପ୍ରକାରରେ ତିନିଗୁଣର କାର୍ଯ୍ୟରୁପ ସମସ୍ତ ଭୋଗ ଏବଂ ସେସବୁର ସାଧନ ମାନଙ୍କର ପ୍ରତିପାଦନ କରନ୍ତି। ତୁମେ ସେସବୁ ଭୋଗ ଏବଂ ସେସବୁ ସାଧନର ରେ ଆଶକ୍ତି ତ୍ୟାଗକର; ହର୍ଷ-ଶୋକାଦି ଦ୍ଵନ୍ଦରୁ ରହିତ ହୋଇଯାଅ। ନିତ୍ୟବସ୍ତୁ ପରମାତ୍ମାରେ ସ୍ଥିତ ହୋଇ ଯୋଗକ୍ଷେମ ନ ଚାହିଁ ସ୍ୱାଧୀନ ଅନ୍ତଃ କରଣଯୁକ୍ତ ହୋଇଯାଅ।

(ଗୀତା ୨ୟ ଅ। ୪୫ଶ ର୍ଶ୍ଳୋକ )

Comments are closed.