ଗୀତା ମାହାତ୍ମ୍ୟ: କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ। ମା କର୍ମଫଳ ହେତୁର୍ଭୁର୍ମା ତେ ସଙ୍ଗଅସ୍ତ୍ବକର୍ମଣି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ।
ମା କର୍ମଫଳ ହେତୁର୍ଭୁର୍ମା ତେ ସଙ୍ଗଅସ୍ତ୍ବକର୍ମଣି।।

ହେ ଅର୍ଜୁନ ! କର୍ମ କରିବାରେ ହିଁ ତୁମର ଅଧିକାର ଅଛି। କର୍ମର ଫଳ ଉପରେ ତୁମ୍ଭର କୌଣସି ଅଧିକାର ନାହିଁ। ତେଣୁ ତୁମେ କର୍ମଫଳର କାରଣ ହୁଅ ନାହିଁ ତଥା ତୁମର କର୍ମ ନ କରିବାରେ ବି ଆସକ୍ତି ନ ହେଉ।

(ଗୀତା ୨ୟ ଅ। ୪୭ଶ ର୍ଶ୍ଳୋକ )

Comments are closed.