ଗୀତା ମାହାତ୍ମ୍ୟ: ଦୁରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗଧନଞ୍ଜୟ। ବୁଧୌ ଶରଣମନ୍ୱିଛ କୃପଣା ଫଳ ହେତଵଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଦୁରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗଧନଞ୍ଜୟ।
ବୁଧୌ ଶରଣମନ୍ୱିଛ କୃପଣା ଫଳ ହେତଵଃ।।

ହେ ଅର୍ଜୁନ ! ଏହି ସମତ୍ୱ ରୂପକ ବୁଦ୍ଧିଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ଅଟେ। ତେଣୁ ତୁମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ। ଅର୍ଥାତ ବୁଦ୍ଧିଯୋଗର ହିଁ ଆଶ୍ରୟ ଗ୍ରହଣ କର; କାରଣ, ଫଳର କାରଣ ହେଉଥିବା ଲୋକେ ଅତ୍ୟନ୍ତ ଦୀନ।

(ଗୀତା ୨ୟ ଅ। ୪୯ଶ ର୍ଶ୍ଳୋକ )

Comments are closed.