ଗୀତା ମାହାତ୍ମ୍ୟ: ଯଦା ତେ ମୋହ କଲିଲଂ ବୁଦ୍ଧିର୍ବ୍ୟତୀତରିଷ୍ୟତି। ତଦା ଗନ୍ତାସି ନିର୍ବେଦଂ ଶ୍ରୋତଵ୍ୟସ୍ୟ ଶ୍ରୁତସ୍ୟ ଚ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଯଦା ତେ ମୋହ କଲିଲଂ ବୁଦ୍ଧିର୍ବ୍ୟତୀତରିଷ୍ୟତି। ତଦା ଗନ୍ତାସି ନିର୍ବେଦଂ ଶ୍ରୋତଵ୍ୟସ୍ୟ ଶ୍ରୁତସ୍ୟ ଚ।।

ହେ ଅର୍ଜୁନ ! ଯେତେବେଳେ ତୁମ୍ଭର ବୁଦ୍ଧି ମୋହ ରୂପକ ପଙ୍କକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ, ସେତେବେଳେ ତୁମ୍ଭର ଶୁଣିଥିବା ଏବଂ ଶୁଣିବାକୁ ଥିବା ଇହଲୋକ ଏବଂ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ।

(ଗୀତା ୨ୟ ଅ। ୫୨ଶ ର୍ଶ୍ଳୋକ )

Comments are closed.