ଉଗାଣ୍ଡା ଅନ୍ତର୍ଜାତୀୟ ପାରା ଅଲିମ୍ପିକରେ ପ୍ରମୋଦ ଭଗତଙ୍କୁ ଟ୍ରିପଲ ଟାଇଟଲ

କାମ୍ପାଲା -ପାରା ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ତିନିଟି ବିଭାଗରେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲସ, ଡବଲସ ଓ ମିକ୍ସଡ ଡବଲସରେ ଟାଇଟଲ ଜିତିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ।

Comments are closed.