ଗୀତା ମାହାତ୍ମ୍ୟ: ରାଗଦ୍ଵେଷବିଯୁକ୍ତିସ୍ତୁ ବିଷୟା ନିନ୍ଦ୍ରିଐଶ୍ଚରନ୍ନ। ଆତ୍ମବଷୌର୍ବିଧେୟାତ୍ମା ପ୍ରସାଦମଧିଗଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ରାଗଦ୍ଵେଷବିଯୁକ୍ତିସ୍ତୁ ବିଷୟା ନିନ୍ଦ୍ରିଐଶ୍ଚରନ୍ନ।
ଆତ୍ମବଷୌର୍ବିଧେୟାତ୍ମା ପ୍ରସାଦମଧିଗଛତି।।

ହେ ଅର୍ଜୁନ ! କିନ୍ତୁ ଅନ୍ତଃକରଣକୁ ନିଜର ଅଧିନ କରିଥିବା ସାଧକ ନିଜ ବଶରେ ରଖିଥିବା ରାଗଦ୍ଵେଷ ରହିତ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ବିଷୟ ମାନଙ୍କରେ ବିଚରଣ କରୁଥାଇ ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଲାଭ କରନ୍ତି।

(ଗୀତା ୨ୟ ଅ। ୬୪ଶ ର୍ଶ୍ଳୋକ )

Comments are closed.