ଗୀତା ମାହାତ୍ମ୍ୟ: ତସ୍ମାଦଯସ୍ୟ ମହାବାହୋ ନିଗୃହିତାନି ସର୍ବଶଃ। ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରାଜ୍ଞା ପ୍ରତିଷ୍ଠିତା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ତସ୍ମାଦଯସ୍ୟ ମହାବାହୋ ନିଗୃହିତାନି ସର୍ବଶଃ।
ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରାଜ୍ଞା ପ୍ରତିଷ୍ଠିତା।।

ହେ ଅର୍ଜୁନ ! ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ଇନ୍ଦ୍ରିୟ ମାନଙ୍କର ବିଷୟମାନଙ୍କ ଠାରୁ ସକଳ ପ୍ରକାରରେ ନିଗୃହିତ ହୋଇ ଯାଇଥାନ୍ତି, ତାହାଙ୍କର ବୁଦ୍ଧି ସ୍ଥିରଅଟେ।

(ଗୀତା ୨ୟ ଅ। ୬୮ଶ ର୍ଶ୍ଳୋକ )

Comments are closed.