ବିଶ୍ୱକପ ଜୁନିଅର ହକି ସେମିଫାଇନାଲରେ ଭାରତ

ଭୁବନେଶ୍ୱର-ଭାରତ ଜୁନିଅର ବିଶ୍ୱକପ ହକିରେ ସେମିଫାଇନାଲରେ ପ୍ରବେଶ କରିଛି । ଶେଷ କ୍ୱାର୍ଟର ଫାଇନାଲରେ ଭାରତ ବେଲଜିୟମକୁ 1-0 ଗୋଲ୍ ରେ ହରାଇଛି । ଏସଏନ ତିୱରୀ ଭାରତର ବିଜୟ ସୂଚକ ଗୋଲ୍ ମ୍ୟାଚର ଦ୍ୱିତୀୟ କ୍ୱାର୍ଟରରେ ସ୍କୋର କରିଥିଲେ । ସେମିଫାଇନାଲରେ ଡିଫେଡି଼ଂ ଚାମ୍ପିଅନ ଭାରତ ଜର୍ମାନୀ କୁ ଭେଟିବ । ଅନ୍ୟ ଏକ ସେମିଫାଇନାଲରେ ଆର୍ଜେଂଟିନାର ମୁକାବିଲା ଫ୍ରାନ୍ସ ସହ ହେବ ।

Comments are closed.